ଭୁବନେଶ୍ୱରରେ ପ୍ଲାଜମା ଦାନ କରିବେ ଶ୍ରୀମନ୍ଦିରର ୨ ସେବାୟତ

ଭୁବନେଶ୍ୱର- ଶ୍ରୀମନ୍ଦିରର ୨ ସେବାୟତ ଭୁବନେଶ୍ୱରରେ ପ୍ଲାଜମା ଦାନ କରିବେ । ପ୍ଲାଜମା ଦାନ କରିବାକୁ ଥିବା ଦୁଇ ସେବାୟତଙ୍କ ନାମ ହେଲା ହରେକୃଷ୍ଣ ପ୍ରତିହାରୀ ଓ ଆଶୁତୋଷ ଦାସ ମହାପାତ୍ର । ପ୍ଲାଜମା ଦେବା ପାଇଁ ୧୭ ଯୁବ ସେବାୟତଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା ।

Comments are closed.