ଭିଜିଲାନ୍ସ ଜାଲରେ ଫସିଲେ ଆର୍ ଆଣ୍ଡ୍ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନଓ ଜାଲରେ ଫିସଲେ ଆର୍ ଆଣ୍ଡ୍ ବି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ । ଗୌଡଙ୍କ ବାସଭବନରେ ଚଢାଉ ହୋଇଛି । ସମେତ ଏକ କାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଗୌଡଙ୍କ ଭୁବନେଶ୍ୱରର ଗଙ୍ଗନଗରରେ ଥିବା ଘର ଓ ଅଫିସରେ ଚଢାଉ କରିଛି ଭିଜଲାନ୍ସ । ବ୍ରହ୍ମପୁରର ଗାନ୍ଧିନଗର ସ୍ଥିତ ଘର ଓ ଗଂଜାମ ଜିଲ୍ଲାର ବଡଗଡ, ସୋରଡାରେ ଥିବା ତାଙ୍କ ଘର ଉପରେ ବି ଚଢାଉ ହୋଇଛି ।

Comments are closed.