ନ୍ୟୁଜରୁମ୍ : ସକାଳର ଖବର

୧.ଉପନିର୍ବାଚନରେ ବିଜେଡିର ବାଜିମାତ, ବଜାୟ ରଖିଲା ତିର୍ତୋଲ ଆସନ, ବିଜେପିଠାରୁ ଛଡାଇ ଆଣିଲା ବାଲେଶ୍ୱର ସଦର

୨.ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡିର ବିଜୟ ପାଇଁ ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଦଳୀୟ କର୍ମୀଙ୍କୁ ସାଧୁବାଦ

୩.ବିହାର ନିର୍ବାଚନର ଚୂଡାନ୍ତ ଫଳାଫଳ ବିଳମ୍ବିତ, ଏନଡିଏ ମହାମେଂଟଠାରୁ ଅଳ୍ପକେ ଆଗୁଆ, ମତଗଣନାକୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ଆଣିଲା ଆରଜେଡି

୪.ତିର୍ତୋଲ ଆସନ ବଜାୟ ରଖିଲା ବିଜେଡି, ୪୦ ହଜାରରୁ ଅଧିକ ଭୋଟରେ ଜିତିଲେ ବିଜୟ ଶଙ୍କର ଦାସ

୫.ସରୁଅ ଜମି ହଡପ ଓ ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତରେ ସହଯୋଗ ନ କରିବାରୁ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ

୬.ଆଇପିଏଲ୍: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଚାମ୍ପିୟନ

୬.ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ

Comments are closed.