ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର- ଆଜି ହେଉଛି ଆନ୍ତର୍ଜାତିକ ସହିଷ୍ଣୁତା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ଭିନ୍ନତା ଓ ବିବିଧତାକୁ ଗ୍ରହଣ କରି ଆପୋଷ ବୁଝାମଣା ଜରିଆରେ ହିଁ ଏକ ସମାବେଶୀ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ସହିଷ୍ଣୁତା ଦିବସରେ କଥାବାର୍ତାର ପ୍ରସାର, ସାମାଜିକ ନିବିଡତା ଓ ଆପୋଷ ବୁଝାମଣା ଉପରେ ସଂକଳ୍ପ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.