ଓଜେଏସ ୨୦୧୯ ପରୀକ୍ଷାଫଳ ପ୍ରକାଶ, ୪୭ ପ୍ରାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର- ୨୦୧୯ ଓଜେଏସ ପରୀକ୍ଷାଫଳ ପ୍ରକାଶ ପାଇଛି । ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି । ସଫଳ ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ କୋର୍ଟରେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ ।

Comments are closed.