କୋଭିଡ ନେଗେଟିଭ ରିପୋର୍ଟ ଥିବା ଛାତ୍ରଙ୍କୁ ଏନଆଇଟି ହଷ୍ଟେଲ ଛାଡିବା ପାଇଁ ମିଳିଲା ଅନୁମତି

ରାଉରକେଲା – ରାଉରକେଲା ଏନଆଇଟିରେ କୋରୋନା ନେଗେଟିଭ ରିପୋର୍ଟ ଥିବା ଛାତ୍ରଙ୍କୁ ହଷ୍ଟେଲ ଛାଡିବା ପାଇଁ ଅନୁମତି ଦିଆଯାଇଛି । ତେବେ, କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ର ସଂଗରୋଧରେ ରହିବେ । ଏ ନେଇ ଏନଆଇଟି ଚିଫ୍ ୱାର୍ଡେନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରାଉରକେଲା ଏନଆଇଟିରୁ ୧୪ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Comments are closed.