ନ୍ୟୁଜରୁମ୍: ସକାଳର ଖବର

  • ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦିଅ, ଅଧିକ ଟେଷ୍ଟ କର
  • ଓଡିଶାକୁ ୧୦ ଦିନ ପାଇଁ ଆଗୁଆ ଟିକା ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ
  • କୋରୋନା ନିୟନ୍ତ୍ରଣ ପଦକ୍ଷେପ : ବାହାର ରାଜ୍ୟର ଲୋକଙ୍କୁ ଦେବାକୁ ହେବ କୋଭିଡ ନେଗେଟିଭ ରିପୋର୍ଟ, ୧୬ ଜିଲ୍ଲାରେ ସ୍ଥାପନ ହେବ ଟିଏମସି
  • ଅପହୃତ ଯବାନ ରାକେଶ୍ୱରଙ୍କୁ ଛାଡ଼ିଲେ ନକ୍ସଲ
  • ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଲାଗିବ ୧୪୪ ଧାରା
  • ମହାରାଷ୍ଟ୍ର ସରକାରଙ୍କ ଆବେଦନ ଖାରଜ, ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଜରୁରି ବୋଲି କହିଲେ ସୁପ୍ରିମକୋର୍ଟ
  • ଏଣିକି ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ଆର୍ଥିକ ବିକାଶରେ ଲଗାଇବେ ମିଶନ ଶକ୍ତି ମହାସଂଘ : ଦୁଇମାସ ମଧ୍ୟରେ ଏସବୁ ହସ୍ତାନ୍ତର ପାଇଁ ନବୀନଙ୍କ ନିର୍ଦ୍ଦେଶ

Comments are closed.