କେନ୍ଦ୍ରାପଡାରେ ଅଦ୍ଭୂତ ଶିଶୁକନ୍ୟାର ଜନ୍ମ

କେନ୍ଦ୍ରାପଡା – କେନ୍ଦ୍ରାପଡା ନର୍ସିଂହୋମରେ ଜନ୍ମ ନେଇଛି ଏକ ଅଦ୍ଭୂତ ଶିଶୁକନ୍ୟା । ଶିଶୁଟିର ୨ଟି ମୁଣ୍ଡ, ୪ଟି ଆଖି, ୩ଟି ହାତ ଓ ୨ଟି ଗୋଡ ରହିଛି । ରାଜନଗର ବ୍ଲକ୍ କଣିଗାଁର ମହିଳା ଅମ୍ବିକା ପରିଡା ଏହି ଅଦ୍ଭୂତ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏହି ଶିଶୁକନ୍ୟାକୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଛି ।

Comments are closed.