କୋଭିଡ ଟିକା ଗ୍ଲୋବାଲ ଟେଣ୍ଡର ପାଇଁ ୨ଟି କମିଟି ଗଠିତ

ଭୁବନେଶ୍ୱର – କୋଭିଡ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାକୁ କ୍ୟାବିନେଟ ନିଷ୍ପତି ନେଲା ପରେ ବୈଷୟିକ ଓ ମ୍ୟାନେଜରିଆଲ ଟିମ୍ ଗଠନ କରିଛନ୍ତି ରାଜ୍ୟ ସରକାର । ବୈଷୟିକ ଟିମ୍ ରେ ୧୦ ଜଣ ଓ ମ୍ୟାନେଜରିଆଲ ଟିମ୍ ରେ ୯ ଜଣ ସଦସ୍ୟ ଅଛନ୍ତି । ବୈଷୟିକ ଟିମରେ ଡିଏମଇଟି, ଆରଏମଆରସି ନିର୍ଦ୍ଦେଶ କ ପ୍ରମୁଖ ସଦସ୍ୟ ଅଛନ୍ତି ।

Comments are closed.