ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ୬ରେ କଂସଵଧ, ପୌଷପୂର୍ଣ୍ଣିମା ପାଇଁ ୭ ତାରିଖ ବରଗଡ଼ ଛୁଟି

ମଥୁରାନଗରୀ (ବରଗଡ଼) : ଆସନ୍ତା ୭ ତାରିଖ ଶନିବାର ଦିନ ବରଗଡ଼ ଉପଖଣ୍ଡ ଛୁଟି ରହିବ ବୋଲି ଉତ୍ତରାଂଚଳ ରାଜସ୍ବ କମିଶନର ଘୋଷଣା କରିଛନ୍ତି ।
ଏଠାରେ ପ୍ରକାଶଯୋଗ୍ୟ ଯେ , ପୌଷପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରାଯାଇଥିବାରୁ ଆସନ୍ତା ୬ରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସବଧ ହେବ । ଏହାପରେ ୭ ତାରିଖରେ ଏହି ଛୁଟି ମିଳିବ ବୋଲି ବରଗଡ଼ ଜିଲ୍ଲା ପ୍ରଶାସନ ଠାରୁ ସୂଚନା ଦିଆଯାଇଛି ।

Comments are closed.