ନ୍ୟୁଜରୁମ ଓଡିଶା: ସକାଳର ଖବର

  • ନୂଆପଡ଼ାରେ ହେବ ୪ କୋଟିର ପବ୍ଲିକ ପ୍ଲାଜା
  • ଅଧିକ ସଂକ୍ରମଣ ଥିବା ଜିଲ୍ଲାଗୁଡିକରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ସବୁ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ
  • ୬ ନେତାଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ
  • ଟିକାକରଣ ଅଭିଯାନର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଏନ୍‌ଜିଓଙ୍କୁ ସାମିଲ କରିବା ପାଇଁ ପରାମର୍ଶ
  • ତୃତୀୟ ଲହରୀ ପ୍ରକୋପ କମ୍ ରହିବ: ଆଇସିଏମ୍‌ଆର ରିପୋର୍ଟ
  • ବିଭିନ୍ନ ଟିକାର ମିଶ୍ରିତ ଡୋଜ୍ ଡେଲଟା ପ୍ଲସରୁ ସୁରକ୍ଷା ଦେଇପାରେ : ଏମ୍ସ ମୁଖ୍ୟ
  • ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ
  • ଓମାର ଅବଦୁଲ୍ଲାଙ୍କ ଦାବି: ଜମ୍ମୁ-କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ଦିଆଯାଉ, ତା’ପରେ ହେଉ ନିର୍ବାଚନ
  • ନକଲି ଟିକା ନେବା ପରେ ବିଗିଡ଼ିଲା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥା
  • ଆନ୍ତଃ ରାଜ୍ୟ ସିନିଅର ଆଥଲେଟିକ୍ସର ୧୦୦ମିଟରରେ ଦୂତି ଚାନ୍ଦ ଚତୁର୍ଥ, ବିଶ୍ୱ ମାନ୍ୟତା ଭିତ୍ତିରେ ଟୋକିଓ ଅଲିମ୍ପିକ୍ସକୁ ମିଳିପାରେ ଟିକେଟ
  • ଖେଳରତ୍ନ ପାଇଁ ଶ୍ରୀଜେସ, ଦୀପିକାଙ୍କ ନାମ ସୁପାରିସ କଲା ହକି ଇଣ୍ଡିଆ

Comments are closed.