ରାଜ୍ୟରେ ଖୋଲିବ ୧୦ଟି ନୂଆ ନର୍ସିଂ କଲେଜ

ଭୁବନେଶ୍ୱର- ରାଜ୍ୟରେ ୧୦ଟି ନର୍ସିଂ କଲେଜ ଖୋଲାଯିବ । ୧୦ଟି ଜିଲ୍ଲାରେ ୬୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ ଖୋଲାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ,ବାଲେଶ୍ୱର, ଝାରସୁଗୁଡା, ପୁରୀ ,ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଓ ଯାଜପୁରରେ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ ।

Comments are closed.