ଭୁବନେଶ୍ୱର – ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅସମାନତା ଯେପରି ନ ରହିବ, ସେଥିପାଇଁ ସମାଜକୁ ଅଧିକ ସମାବେଶୀ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସମାଜର ସବୁ ବର୍ଗକୁ କ୍ଷମତା ସଂପନ୍ନ କରିବା ସହ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓଡ଼ିଶା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ନେଇଛି । ଏକ ସମାବେଶୀ ଓ ମଜବୁତ ସମାଜ ନିଶ୍ଚିତ ପାଇଁ ବିଭିନ୍ନ ପଦକ୍ଷେପ ନେବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
On #WorldDayOfSocialJustice, renew pledge to make the society more inclusive one where there will be no inequity. #Odisha pioneers in ensuring an inclusive & sustainable society by introducing several welfare schemes to empower every section of society and protect their rights. pic.twitter.com/jEM0vAIBXW
— Naveen Patnaik (@Naveen_Odisha) February 20, 2023
Comments are closed.