ସୋମବାର ବସିବ କ୍ୟାବିନେଟ ବୈଠକ 

ଭୁବନେଶ୍ୱର – ଆସନ୍ତା ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସୋମବାର ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ୍ ବୈଠକ ବସିବ । ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବା ବେଳେ କ୍ୟାବିନେଟ ବୈଠକ ହୋଇଥିଲା । ଜାପାନରୁ ଭିଡିଓ କନଫରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ହୋଇଥିଲା । ଏହା ଥିଲା ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ ।

Comments are closed.