ଟ୍ରେନ ଆସୁଥିବା ବେଳେ ରିଲ୍ ସୁଟିଂ କରୁଥିବା ଦୁଇ ଯୁବକ ଗିରଫ 

କଟକ- ଆଜିକାଲି ଯୁବକଯୁବତୀଙ୍କ ମଧ୍ୟରେ ରିଲ୍ ସୁଟିଂ କରିବା ନିଶାରେ ପରିଣତ ହୋଇଥିବା ବେଳେ ଅନେକ ସମୟରେ ଏହା ସେମାନଙ୍କୁ ବିପଦରେ ପକାଇଥିବା ନଜିର ରହିଛି। ରେଳ ଷ୍ଟେସନରେ ବିପଜ୍ଜନକ ଭାବେ ରିଲ୍ ସୁଟିଂ କରିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଟକ ରେଳ ଷ୍ଟେସନରେ ଏକ ଟ୍ରେନ ଆସୁଥିବା ବେଳେ ରିଲ୍ ସୁଟିଂ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ଆରପିଏଫ ଥାନା ପୋଲିସ। ଗିରଫ ଦୁଇ ଯୁବକ ହେଲେ କଟକର ଶେଖ୍ ସାହିଲ ଓ ଶେଖ୍ ସୋହେଲ ।

Comments are closed.