ଭିଜିଲାନ୍ସ ଜାଲରେ ହରଭଙ୍ଗା ଆଇଆଇସି

ବୌଦ୍ଧ :ବ୍ରହ୍ମପୁର ଭିଜିଲାନ୍ସ ହାତରେ ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତ ରାୟ l ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ l ଆଇଆଇସିକୁ ଗିରଫ କରି ଫୁଲବାଣୀ ସଦର ଥାନାରେ ଅଟକ ରଖିଛନ୍ତି l

ସୂଚନା ମତେ ,ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନରେ ଥିବା ସୁରୁଣ୍ଡି ମହାନଦୀ ବାଲି ଘାଟର ଠିକାଦାର ଶରତ ବେହେରା ଥାନା ଆଇଆଇସି ପୁଷ୍ପଲତା ରାଉତ୍ ରାୟଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡିଥିଲେ l ଆଇଆଇସିଙ୍କୁ ଫୁଲବାଣୀ ସଦର ଥାନାକୁ ନିଆଯାଇଥିବା ଜଣାପଡିଛି l

Comments are closed.