ଆକାଶ ପାଠକଙ୍କ ଆକାଉଂଟରୁ ଠାବ ହେଲା ଆହୁରି ୧ କୋଟି ୪୭ ଲକ୍ଷ ଟଙ୍କା

ଭୁବନେଶ୍ୱର- ଆକାଶ ପାଠକଙ୍କ ଆକାଉଂଟରୁ ପୁଣି ୧ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି । ଭୁବନେଶ୍ୱର ଓ ପୁନେରେ ୩ଟି ବ୍ୟାଙ୍କ ଆକାଂଉଟରେ ଏହି ଜମା ଠାବ ହୋଇଛି । ଆଜି ସୁଦ୍ଧା ମୋଟ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇଛି । ପାଠକ ବାପା-ପୁଅଙ୍କ ଦସ୍ତଖତ ଯାଂଚ କରିଛି ଭିଜିଲାନ୍ସ । ସିସିଟିଭ ଫୁଟେଜ ଓ ଜବତ କାଗଜପତ୍ର ଯାଂଚ କରୁଛି ଭିିଜିଲାନ୍ସ ।

Comments are closed.