ସମ୍ବଲପୁରରେ ପଶ୍ଚିମ ଓଡିଶାର ପ୍ରଥମ କୃଷି ମେଳା ଉଦଘାଟିତ, ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ସମ୍ବଲପୁର: ସମ୍ବଲପୁର ପିଏଚଡି ପଡିଆରେ ଆରମ୍ଭ ହୋଇଛି ପଶ୍ଚିମ ଓଡିଶାର ପ୍ରଥମ କୃଷକ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାକୁ ଉଦଘାଟନ କରି ସମ୍ବୋଧନ କରିଛନ୍ତି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ…

୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ବକପ: ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇ ଫାଇନାଲରେ ଭାରତ

ପୋଚେଫଷ୍ଟ୍ରୁମ୍: ଆଇସିସି ୧୯ ବର୍ଷରୁ କମ୍ ମହିଳା ଟି-୨୦ ବିଶ୍ବକପରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ଜାରି ରହିଛି । ଭାରତ ଶୁକ୍ରବାର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ…

‘ମୋ କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଅନି’, କଲେଜିୟମ ସିଷ୍ଟମ ବିବାଦ ନେଇ ଆଇନ ମନ୍ତ୍ରୀ ରିଜିଜୁଙ୍କୁ…

ନୂଆଦିଲ୍ଲୀ: କେନ୍ଦ୍ର ଓ ନ୍ୟାୟପାଳିକା ବିବାଦରେ ତାଙ୍କୁ ନ ଟାଣିବାକୁ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଆରଏସ୍ ସୋଡି ସୋମବାର କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ ସହ ବିବାଦରେ…

କୁସ୍ତି ସଂଘ ବିବାଦ: ମେରୀକମଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠିତ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ସରକାର ଏକ ପାଞ୍ଚ ଜଣିଆ ମନିଟରିଂ କମିଟି ଗଠନ କରିଛନ୍ତି । ଛଅ ଥରର ବିଶ୍ୱ ଚାମ୍ପିଅନ୍ ମହିଳା ବକ୍ସର ଏମସି ମେରୀକମ ଏହି କମିଟିର ନେତୃତ୍ୱ ନେବେ।…

ସୁପ୍ରିମକୋର୍ଟରେ ପୁଣି ହିଜାବ ମାମଲା, ଆବେଦନର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରାଜି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ହିଜାବ ମାମଲାର ଜରୁରୀ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏହି ମାମଲାକୁ ସେ ତିନିଜଣିଆ ଖଣ୍ଡପୀଠକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ବିଭାଜିତ ରାୟ…