ଗଞ୍ଜାମ ଜିଲ୍ଲା ମାଙ୍କଡଡିଆଁ ଘାଟିରେ ଓଲଟିଲା ବସ୍, ୨ ମହିଳା ଯାତ୍ରୀ ମୃତ

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଝଗଡାପଲ୍ଲୀରେ ଦୁର୍ଘଟଣା। ଘାଟି ପାର ହେବା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିବା ବେଳେ ବସଟି ଭାରସାମ୍ୟ ହରାଇ…

୯ଟି ବୃହତ ପ୍ରକଳ୍ପକୁ ମିଳିଲା ହାଇଲେଭଲ କ୍ଳିୟରାନସ

ଭୁବନେଶ୍ୱର - ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭ ହଜାର ୩୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ…

ହକି ବିଶ୍ୱକପ : କଳିଙ୍ଗରେ ଡଚ ଟିମର ଗୋଲ ସ୍କୋରିଂ ରେକର୍ଡ, ଚିଲିକୁ ୧୪-୦ ଗୋଲରେ ଦେଲା ମାତ୍

ଭୁବନେଶ୍ୱର - ଚଳିତ ହକି ବିଶ୍ୱକପ ରେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ସୃଷ୍ଟି କରିଛି ନୂଆ ରେକର୍ଡ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ 'ସି ମ୍ୟାଚରେ ନେଦରଲ୍ୟାଣ୍ଡସ ପଦାର୍ପଣ ବିଶ୍ୱକପ ଖେଳୁଥିବା ଚିଲିକୁ ୧୪-୦ ଗୋଲରେ ହରାଇଛି । ହକି ବିଶ୍ୱକପର ଏହା ହେଉଛି କୈାଣସି ଦଳର…

ଗୁଗୁଲକୁ ସୁପ୍ରିମକୋର୍ଟରୁ ଝଟକା, ପ୍ରତିଯୋଗିତା କମିଶନଙ୍କ ୧୩୩୮ କୋଟି ଜରିମାନା ଆଦେଶ ଉପରେ ଲାଗିବନି ରୋକ୍

ନୂଆଦିଲ୍ଲୀ: ଟେକ୍ ଜାଏଣ୍ଟ ଗୁଗୁଲକୁ ଗୁରୁବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଆଣ୍ଡ୍ରଏଡ୍ ମାମଲାରେ ପ୍ରତିଯୋଗିତା କମିଶନ (ସିସିଆଇ)ଙ୍କ ୧୩୩୮ କୋଟି ଟଙ୍କା ଜରିମାନା ଆଦେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ଗୁଗୁଲକୁ ଏକ ସପ୍ତାହ ମଧ୍ୟରେ…

ପରିସ୍ରାକାଣ୍ଡ: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଚାରି ମାସ ବ୍ୟାନ୍ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପରିସ୍ରାକାଣ୍ଡ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କ ଉପରେ ଏୟାର ଇଣ୍ଡିଆ ଚାରିମାସ ପାଇଁ କଟକଣା ଲଗାଇଛି । ଗତ ବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ମିଶ୍ରା ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ…