ଶୁଭମାନ ଗିଲଙ୍କ ଦ୍ବିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ଦ୍ବିଶତକ ହାସଲ କରିଛନ୍ତି । ଗିଲ୍ ହ୍ୟାଟ୍ରିକ ଛକା ମାରି ଦ୍ବିଶତକ ପୂରଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ବିକେଟ୍ ହରାଇ ୩୪୯ ରନର ବିଶାଳ ସ୍କୋର୍ କରିଛି । ଓପନର୍ ଶୁଭମାନ ଗିଲ୍…

ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର - ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ…

ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ବଳାତ୍କାର ମାମଲାରେ ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ବଳାତ୍କାର ନେଇ ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶକୁ ହୁସେନ୍‌…

ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ୧୯ତାରିଖରୁ ପୁଣି ଦିଆଯିବ କୋରୋନା ଟିକା । କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ । ଦ୍ଵିତୀୟ ଓ ପ୍ରିକସନ ଡୋଜ ସମୟ ହୋଇଯାଇଥିଲେ ମଧ୍ୟ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ମିଳିବ । କେବଳ…

ହକି ବିଶ୍ୱକପ : ନେଦରଲ୍ୟାଣ୍ଡସର ଲଗାତର ଦ୍ୱିତୀୟ ବିଜୟ

ରାଉରକେଲା - ହକି ବିଶ୍ୱକପରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଖେଳାଯାଇଥିବା ପୁଲ 'ସି'ର ଏକ ମ୍ୟାଚରେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡ୍ସ ନ୍ୟୁଜିଲ୍ୟାଣ୍ଡକୁ ୪-୦ ଗୋଲରେ ପରାସ୍ତ କରିଛି। ଏହା ହେଉଛି ନେଦରଲ୍ୟାଣ୍ଡସର ଦ୍ୱିତୀୟ ବିଜୟ । ଏ‌ହି ବିଜୟ ସହ ଦଳ କ୍ୱାର୍ଟର ଫାଇନାଲରେ ସିଧାସଳଖ…