ମନୀଷ ସିସୋଦିଆଙ୍କ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ ସିବିଆଇ ପୁଣି ଚଢ଼ଉ କରିଛି। ସିସୋଦିଆ ନିଜେ ଟ୍ୱିଟ୍ କରି ଏପରି ଦାବି କରିଛନ୍ତି । ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, "ଆଜି ପୁଣି ସିବିଆଇ ମୋ ଅଫିସରେ ପହଞ୍ଚିଛି। ସେମାନଙ୍କୁ ସ୍ୱାଗତ ।"…