ହକି ବିଶ୍ବକପ: ଚିଲିକୁ ୩-୧ ଗୋଲରେ ହରାଇଲା ନ୍ୟୁଜିଲାଣ୍ଡ

ରାଉରକେଲା: ନ୍ୟୁଜିଲାଣ୍ଡ ବିଜୟରୁ ହକି ବିଶ୍ୱକପ ୨୦୨୩ରେ ନିଜ ଅଭିଯାନ ଆରମ୍ଭ କରିଛି । ଶନିବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍ ସି' ମ୍ୟାଚରେ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଚିଲିକୁ ପରାସ୍ତ କରିଛି | ନ୍ୟୁଜିଲାଣ୍ଡ ପକ୍ଷରୁ ସାମ୍ ହିହା ଦୁଇଟି ଗୋଲ ସ୍କୋର…

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ମିଳିଛି। ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଦୁଇଥର ଫୋନରେ ଏପରି ଧମକ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ୧୧.୩୦ ରୁ ୧୨.୩୦ ମଧ୍ୟରେ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟକୁ ଦୁଇଟି…

ସିଲ୍କ ସିଟି ଫେଷ୍ଟ୍ ଉଦଘାଟିତ: ମଞ୍ଚ ଦୁଲୁକାଇଲେ ଲୋକ କଳାକାର ଓ ବଲିଉଡ୍ ଷ୍ଟାର୍

ବ୍ରହ୍ମପୁର: ସିଲ୍କ ସିଟି ଫେଷ୍ଟ୍ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ବ୍ରହ୍ମପୁର ୟୁସିପି ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଛନ୍ତି ଦର୍ଶକ। ଲୋକନୃତ୍ୟ ଦିଗପହଣ୍ଡିର ଢୁମ୍ପା ଓ କଳାହାଣ୍ଡିର ଢେମସା, ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ,…

ହକି ବିଶ୍ୱକପ୍: ବୃହତ୍ ବିଜୟରୁ ଅଷ୍ଟ୍ରେଲିଆର ଅଭିଯାନ, ଫ୍ରାନ୍ସକୁ ୮-୦ରେ ହରାଇଲା

ଭୁବନେଶ୍ୱର: ତିନି ଥର ଚାମ୍ପିୟନ୍ ଅଷ୍ଟ୍ରେଲିଆ ବଡ଼ ବିଜୟ ସହ ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍-ଏ'ର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ହରାଇଛି। ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ୍ ଟମ୍ ଏହି ବିଶ୍ବକପର ପ୍ରଥମ…

ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର - ହକି ବିଶ୍ୱକପରେ ଭାରତ ଆଜି ସ୍ପେନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ରାଉରକେଲାରେ ନବନିର୍ମିତ ହକି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଦଳ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରି ଦେଶ ପାଇଁ…