ଟି-୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ
ବ୍ରିସବେନ: ସୋମବାର ଏଠାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପର ଏକ ଗ୍ରୁପ-୧ ମ୍ୟାଚରେ ଅଷ୍ଟ୍ରେଲିଆ ୪୨ ରନରେ ଆୟର୍ଲାଣ୍ଡକୁ ହରାଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୪୪ ବଲରୁ ୬୩ ରନ୍…