ଫିଲିପ୍ସଙ୍କ ଶତକ: ନ୍ୟୁଜିଲାଣ୍ଡର ପୁଣି ଏକ ବଡ଼ ବିଜୟ
ସିଡନୀ: ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ଜୟଯାତ୍ରା ଜାରି ରଖିଛି। ପ୍ରଥମ ମ୍ୟାଚରେ ଗତଥର ବିଜେତା ଅଷ୍ଟ୍ରେଲିଆକୁ ୮୯ ରନରେ ଧରାଶାୟୀ କରିବା ପରେ ଦଳ ଶନିବାର ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ବୃହତ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୬୫ ରନରେ ହରାଇଛି ନ୍ୟୁଜିଲାଣ୍ଡ ।…