ଫର୍ମକୁ ଫେରିଲେ କୋହଲି, ଦ୍ୱିତୀୟ ଟି୨୦ ସହ ସିରିଜ୍ ଜିତିଲା ଭାରତ

କୋଲକାତା: ବିରାଟ କୋହଲି ଶେଷରେ ଫର୍ମକୁ ଫେରିଥିବା ବେଳେ ଭାରତ ଏଠାରେ ଶୁକ୍ରବାର ଅନୁଷ୍ଠିତ ରୋମାଞ୍ଚକର ଦ୍ୱିତୀୟ ଟି୨୦ରେ ୱେଷ୍ଟଇଣ୍ଡିଜକୁ ୮ ରନରେ ହରାଇଛି । ଏହି ବିଜୟ ସହ ଭାରତ ୨-୦ ଅଗ୍ରଣୀ ପୂର୍ବକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁୁ ଆଗୁଆ କବ୍‌ଜା କରିନେଇଛି । ଦିନିକିଆ ସିରିଜ୍ ପରେ…