ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ମାମଲା: ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ରାଜି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ମାମଲାରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ସେୟାର ବଜାରର ରେଗୁଲେଟରୀ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଅଛି କି ନାହିଁ ତାହା କମିଟି ଅନୁଧ୍ୟାନ କରିବ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏକ…