ଦିଲ୍ଲୀ ମେୟର ନିର୍ବାଚନ ପୁଣି ସ୍ଥଗିତ, ୧୭ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନକୁ ନେଇ ବିଜେପିକୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇ ପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଉଲ୍ଲେଖ ରହିଛି ‌‌। ଆପ୍ ମେୟର ପ୍ରାର୍ଥୀ ଶେଲୀ ଓବେରୟଙ୍କ ଆବେଦନ ଉପରେ…

ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ପରିଦର୍ଶନ କଲେ ୫-ଟି ସଚିବ

ପୁରୀ- ୫-ଟି ସଚିବ ଭି.କେ ପାଣ୍ଡିଆନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମ ସୁଆଣ୍ଡୋ ଯାଇ ‘ସୁଆଣ୍ଡୋ ପ୍ରକଳ୍ପ’ ର ସମୀକ୍ଷା କରିଛନ୍ତି। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ଯ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି…

ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ମଜବୁତ୍ ସ୍ଥିତିରେ ଭାରତ

ନାଗପୁର: ଅଧିନାୟକ ରୋହିତ ଶର୍ମାଙ୍କ ଶତକ ଓ ରବୀନ୍ଦ୍ର ଜାଡେଜା-ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ନିଜ ସ୍ଥିତି ମଜବୁତ୍ କରିନେଇଛି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୩୨୧ ରନ୍ କରିଛି ।…

ଫେବୃଆରୀ ୧୪କୁ ‘ଗୋ ଆଲିଙ୍ଗନ ଦିବସ’ ଭାବେ ପାଳନ ପାଇଁ ଅପିଲ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ଫେବୃଆରୀ ୧୪କୁ 'ଗୋ ଆଲିଙ୍ଗନ ଦିବସ (Cow Hug Day)' ଭାବେ ପାଳନ କରିବାକୁ ଲୋକଙ୍କୁ ଯେଉଁ ଅପିଲ କରାଯାଇଥିଲା ସରକାର ତାହାକୁ ପ୍ରତ୍ୟାହାର କରିନେଇଛନ୍ତି । ଭାରତୀୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲୁବିଆଇ) ଏ ସମ୍ପର୍କରେ ଶୁକ୍ରବାର ଏକ ନୋଟିସ ଜାରି କରି ଏହି ଘୋଷଣା କରିଛି ।…