ଓଡ଼ିଶା ଅଗ୍ନିଶମ ସେବାର ନୂଆ ନାମ

ଭୁବନେଶ୍ୱର - ଓଡ଼ିଶା ଅଗ୍ନିଶମ ସେବାର ନାମ ବଦଳିଛି । ଏହାର ନୂଆ ନାମ ରଖାଯାଇଛି। ନୂଆ ନାମ ହେଲା - ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା । ନୂଆ ନାମ ନେଇ ବିଧିବଦ୍ଧ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।