ରାଜ୍ୟରେ ପୁଣି ଉପରମୁହାଁ ପାରଦ, ଅଧିକାଂଶ ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ

ଭୁବନେଶ୍ବର - ଚଳିତ ସପ୍ତାହର ପ୍ରଥମ ଦୁଇ ତିନି ଦିନ ବର୍ଷା ଓ କୋହଲା ପାଗ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଗୁରୁବାରଠାରୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ପାଗ ଖରାଟିଆ ରହିବା ସହ ପାରଦ ପୁଣି ଉପରମୁହାଁ ହୋଇଛି। ଗତକାଲି ରାଜ୍ୟର ଅଧିକାଂଶ ସହରର…

ମସ୍କୋରେ ଆତଙ୍କବାଦୀ ଆକ୍ରମଣ, ୬୦ ମୃତ

ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଶୁକ୍ରବାର ରାତିରେ ହୋଇଥିବା ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଛୋଟ ପିଲା ବି ଅଛନ୍ତି। ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ୍…

ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ

ଭୁବନେଶ୍ୱର - ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବଦଳିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ। ଅମୃତ ଋତୁରାଜ ଢେଙ୍କାନାଳର ନୂଆ ଜିଲ୍ଲାପାଳ ହୋଇଛନ୍ତି । ସେହିପରି ଦଳ ଦେବଗଡ ଏସପି ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବି ବଦଳି କରାଯାଇଛି। ଅନୁପମା ଜେମ୍ସ ଦେବଗଡ଼ର ନୂଆ ଏସପି ନିଯୁକ୍ତ ହୋଇଥିବା…