ଦୁର୍ଘଟଣାରେ କୁନି ଝିଅର ଜୀବନ ଚାଲିଗଲା: ବାପା ଭାଇ ଗୁରୁତର

ବ୍ରହ୍ମପୁର: ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତଗାମୀ କାର୍‌ ଧକ୍କାରେ ୫ ବର୍ଷୀୟ ଝିଅର ଜୀବନ ଚାଲିଯାଇଛି। ବାପା ଓ ଭାଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଦୁଃଖଦାୟକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକ୍…