ଟେଲରଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ତଦନ୍ତ କରିବ ଏନ୍ଆଇଏ

ନୂଆଦିଲ୍ଲୀ:ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଜଣେ ଟେଲରଙ୍କ ମୁଣ୍ଡକାଟି ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) କୁ ହସ୍ତାନ୍ତର କରିଛି। ଗୃହ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି । ଟ୍ୱିଟ୍‌ରେ କୁହାଯାଇଛି-…