ରଣଜୀ ଟ୍ରଫି: ମୁମ୍ବାଇକୁ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ଚାମ୍ପିୟନ

ବେଙ୍ଗାଲୁରୁ: ୪୧ ଥର ଚାମ୍ପିୟନ ମୁମ୍ବାଇକୁ ୬ ୱିକେଟରେ ହରାଇ ମଧ୍ୟପ୍ରଦେଶ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ଆଜି ପଞ୍ଚମ ଦିବସରେ ମୁମ୍ବାଇ ପ୍ରଦତ୍ତ ୧୦୮ ରନର ଲକ୍ଷ୍ୟକୁ ମଧ୍ୟପ୍ରଦେଶ ୪ ଓ୍ବିକେଟ ହରାଇ ହାସଲ କରିବା ସହ…

ଉପନିର୍ବାଚନ ଫଳାଫଳ: ସମାଜବାଦୀ ପାର୍ଟିର ଗଡ଼ ରାମପୁର ଦଖଲ କଲା ବିଜେପି, ସଙ୍ଗରୁରରେ ଆମ୍ ଆଦମୀ ପାର୍ଟିର ପରାଜୟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ପଞ୍ଜାବର ମୋଟ ତିନିଟି ଲୋକସଭା ଆସନ (ଆଜମଗଡ, ରାମପୁର ଏବଂ ସଙ୍ଗରୁର) ବ୍ୟତୀତ ଚାରିଟି ରାଜ୍ୟର ୭ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଏବଂ ଟ୍ରେଣ୍ଡ ଆସିଯାଇଛି। ବିଜେପି ସମାଜବାଦୀ ପାର୍ଟିରୁ ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନ ଛଡ଼ାଇ…