‘ଅଗ୍ନବୀରଙ୍କୁ ଯଦି ପେନ୍‌ସନ୍‌ ଅଧିକାର ନାହିଁ, ତାହେଲେ ସାଂସଦ, ବିଧାୟକଙ୍କୁ କାହିଁକି ଏହି ସୁବିଧା?’

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ "ଅଗ୍ନିପଥ ଯୋଜନା" ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସିଛନ୍ତି । ଏହି ଯୋଜନା ଅଧୀନରେ ସେନାରେ ନିଯୁକ୍ତ ହେବାକୁ ଥିବା ସୈନିକ ବା 'ଅଗ୍ନବୀର'ଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ନାହିଁ । ଏନେଇ ବରୁଣ…