ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଟଙ୍କା ଲାଞ୍ଚ, ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ସ୍କୁଲଗୁଡ଼ିକୁ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନ ବାବଦରେ ଟ୍ରାନ୍ସପୋର୍ଟ ବିଲ୍ ପାସ୍ କରାଇଦେବାକୁ ଠିକାଦାରଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଆକାଉଣ୍ଟାଣ୍ଟ। ହେଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏହି ଲାଞ୍ଚୁଆ ଆକାଉଣ୍ଟାଣ୍ଟ- ପ୍ରୋଗ୍ରାମର…