କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ପୋଲିସ -ମାଓବାଦୀ ଗୁଳି ବିନିମୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି ମାଓ ବିରୋଧୀ ଅପରେସନ ବେଳେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ । ପୋଲିସର ପାଲଟା ଗୁଳିଚାଳନାରେ ୩୦ରୁ ଅଧିକ ମାଓବାଦୀ କ୍ୟାମ୍ପ ଛାଡି ପଳାଇଥିବା ସୂଚନା ମିଳିଛି…