ସଞ୍ଜୟ ରାଉତ‌ଙ୍କ ବଡ଼ ବୟାନ: ଯଦି ବିଦ୍ରୋହୀ ବିଧାୟକ ୨୪ ଘଣ୍ଟାରେ ଫେରନ୍ତି, ଶିବସେନା ସରକାରରୁ ଓହରିବାକୁ ପ୍ରସ୍ତୁତ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, "ମହାରାଷ୍ଟ୍ର ବାହାରେ ଥିବା ବିଧାୟକମାନେ ହିନ୍ଦୁତ୍ୱ ପ୍ରସଙ୍ଗ ଉଠାଇଛନ୍ତି। ଆମେ ଶିବସେନା ମୁଖ୍ୟଙ୍କ ସହ…