ଭିଜିଲାନ୍ସ ଜାଲରେ ସିଏସ୍ଓ

ଭୁବନେଶ୍ୱର - ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଯୋଗାଣ ବିଭାଗ ମୁଖ୍ୟାଳୟର ସିଏସ୍‌ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ବ୍ରହ୍ମପୁର, ଛତ୍ରପୁର, ବାଲେଶ୍ବର ଓ ଭୁବନେଶ୍ବରରେ ଅନାଦି ସେଠୀଙ୍କ ୫ଟି ଠିକଣାରେ ଚାଲିଛି ରେଡ୍ ।

ରାଜ୍ୟରେ ୭ କୋଟି ମୁହାଁ କୋଭିଡ ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ୭ କୋଟି ମୁହାଁ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ପ୍ରଥମ ଓ ଦ୍ବିତୀୟ ଡୋଜ ପ୍ରାୟ ସରିଆସିଲାଣି। ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ପ୍ରତିଷେଧାତ୍ମକ ଡୋଜ ନେଇଛନ୍ତି। ସଂକ୍ରମଣ କମିଥିବାରୁ ବହୁ ଲୋକ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଇଟାଲୀ ଗସ୍ତ

ଭୁବନେଶ୍ୱର - ଆଜି ଦିଲ୍ଲୀରୁ ଇଟାଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ରୋମରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିବେ । ୟୁରୋପରେ ପ୍ରବାସୀ ଓଡିଆଙ୍କୁ ଭେଟି ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ନେଇ ଆଲୋଚନା…