‘ଅଗ୍ନିପଥ’ ଯୋଜନାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ବି ବିରୋଧ, କହିଲେ ଏହି ଯୋଜନା କାମ କରିବନି
ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ 'ଅଗ୍ନିପଥ' ଯୋଜନା ଅଧୀନରେ ନିଯୁକ୍ତି ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । କିଛି ସେନାଧିକାରୀ ମଧ୍ୟ ଏହି ଯୋଜନାର ସଫଳତା ନେଇ ସନ୍ଦିହାନ ଅଛନ୍ତି । ଅଗ୍ନିପଥ ଯୋଜନାକୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ…