ପ୍ରସନ୍ନ ପଣ୍ଡା ଜନ୍ମ ଶତବାର୍ଷିକୀ ସମାରୋହ

ଝାରସୁଗୁଡ଼ା : ଦେଶର ବିସ୍ଥାପନ ବିରୋଧି ଆନ୍ଦୋଳନରେ ପ୍ରସନ୍ନ କୁମାର ପଣ୍ଡାଙ୍କ ନାଁ ସର୍ବାଗ୍ରେ ରହିବ। ଜନସେବା ହିଁ ଥିଲା ତାଙ୍କ ପାଇଁ ରାଜନୀତିର ପରିଭାଷା। ଜନନେତା ପ୍ରସନ୍ନ କୁମାର ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ଯକ୍ତ କରିଛନ୍ତି। ଝାରସୁଗୁଡ଼ା…

ସେନା ମୁଖ୍ୟଙ୍କ ବଡ଼ ଘୋଷଣା, ଅଗ୍ନିପଥ ଯୋଜନା ଅଧୀନରେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାର ସମେତ ଦେଶର ବିଭିନ୍ନ ରାଜ୍ୟରେ ଟ୍ରେନ୍ ପୋଡ଼ାଜଳା ଏବଂ ହିଂସା ମଧ୍ୟରେ ସେନା ବଡ଼ ଘୋଷଣା କରିଛି । ଅଗ୍ନିପଥ ଯୋଜନା ଅଧୀନରେ ଆସନ୍ତା ଦୁଇ ଦିନ ମଧ୍ୟରେ ସୈନିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି । ଏ ସମ୍ପର୍କରେ…