ଗଜପତି: ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରକ୍, ୬ ମଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକରେ ମଙ୍ଗଳବାର ସକାଳେ ଅଘଟଣ ଘଟିଛି। ଆର୍.ଉଦୟଗିରି ନିକଟ ପୁରୁଣା ଘାଟି ନିକଟରେ ସକାଳ ପ୍ରାୟ ୮ଟାରେ ଏକ ଆଜବେଷ୍ଟସ ଟିଣ ବୋଝେଇ ଟ୍ରକ୍ (ଓଡି୦୭ଆର୍- ୭୦୭୫) ରାସ୍ତାରେ ଯାଉଥିବା ମଇଁଷି ପଲ ଉପରେ ମାଡ଼ିଯାଇଥିଲା। ଟ୍ରକ୍ ଧକ୍କାରୁ…