ପୁଣି ଇଡିରେ ହାଜର ହେଲେ ରାହୁଲ, ପଚରାଉଚରା ଜାରି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଲଗାତାର ଦ୍ୱିତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି ଏବଂ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ପଚରାଉଚରା ଜାରି ରଖିଛି । ରାହୁଲ ଏପିଜେ…