କରୋନା ଅପଡେଟ୍: ଦିନକରେ ୬,୫୯୪ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ୬,୫୯୪ ନୂଆ ମାମଲା ରିପୋର୍ଟ ହୋଇଛି । ଗତ ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୮ ହଜର ଉପରେ ରହିଥିଲା । ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଦେଶରେ ମୋଟ ସଂକ୍ରମଣ ୪,୩୨,୩୬,୬୯୫ ରେ ପହଞ୍ଚିଛି । ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦,୫୪୮ କୁ…