ବସ୍ ଦୁର୍ଘଟଣାରେ ୫ ଆହତ

ଛତ୍ରପୁର: ମାଲକାନଗିରି ଜିଲ୍ଲାରୁ ରାୟଗଡ଼ା ଓ ବ୍ରହ୍ମପୁର ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍ ଶନିବାର ଭୋରରେ ରମ୍ଭା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରାସ୍ତା ମଝିରେ ଥିବା ଏକ ବାଲି ଓ ମାଟି ଗଦାକୁ ବସ୍ ଧକ୍କା…

ସୋନିଆ, ରାହୁଲଙ୍କୁ ଇଡି ସମନ ନେଇ କାଲି ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଜାତୀୟ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ସମନ ନେଇ ରାଜନୀତି ଆରମ୍ଭ ହୋଇଛି। 'ନ୍ୟାସନାଲ ହେରାଲ୍ଡ' ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ଜାରି କରାଯିବା ପ୍ରସଙ୍ଗରେ ଆସନ୍ତାକାଲି ତଥା ଜୁନ୍…

ବିଜେପିର ‘ପାପ’ର ପରିଣାମ ସାଧାରଣ ଲୋକ ଭୋଗୁଛନ୍ତି: ମମତା

କୋଲକାତା: ପ୍ରଫେଟ୍ ମହମ୍ମଦ ଉପରେ ବିବାଦୀୟ ମନ୍ତବ୍ୟ ନେଇ ଶୁକ୍ରବାର ହାଓ୍ବଡା ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି । ମମତା କହିଛନ୍ତି ଏହି ହିଂସା ପଛରେ କିଛି ରାଜନୈତିକ ଦଳ ଅଛନ୍ତି । ରାଜ୍ୟରେ ଦଙ୍ଗା ସୃଷ୍ଟି…