ପପ୍ ଗାୟକ ଜଷ୍ଟିନ ବିବର୍ ମୁଖ ପକ୍ଷାଘାତରେ ପୀଡ଼ିତ
ନ୍ୟୁୟର୍କ: ପପ୍ ଗାୟକ ଜଷ୍ଟିନ ବିବର୍ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି । ତେଣୁ ଏହି ସପ୍ତାହର ଶୋ' ତାଙ୍କୁ ବାତିଲ କରିବାକୁ ପଡ଼ିଛି ।
୨୮ ବର୍ଷ ବୟସ୍କ ଏହି ଲୋକପ୍ରିୟ ଗାୟକ ଏକ ଇନଷ୍ଟାଗ୍ରାମ ଭିଡିଓରେ ତାଙ୍କ ମୁଖ ପକ୍ଷାଘାତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ 'ରାମସେ…