ପ୍ରଚଣ୍ଡ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଗତକାଲି ଉପକୂଳ ଓଡ଼ିଶାରେ ପାଗ ମୁଖ୍ୟତଃ ମେଘୁଆ ରହିଥିଲା । ଆଗାମୀ ୫ ଦିନ ଯାଏ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗତକାଲି ରାଜ୍ୟର…

ପ୍ରଫେଟ୍ ମହମ୍ମଦ ବିବାଦ: ରାଞ୍ଚି ହିଂସାରେ ଦୁଇ ମୃତ

ରାଞ୍ଚି: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟ ବିରୋଧରେ ରାଞ୍ଚିରେ ଶୁକ୍ରବାର ହୋଇଥିବା ହିଂସାତ୍ମକ ଆନ୍ଦୋଳନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଗୁଳିରେ ଉଭୟ ଆହତ ହୋଇଥିଲେ । ସେମାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା…

ଇଞ୍ଜିନରୁ ନିଆଁ ଲାଗି ଜଳିଗଲା ବସ, ସବୁ ଯାତ୍ରୀ ସୁରକ୍ଷିତ

କେନ୍ଦୁଝର - କେନ୍ଦୁଝର ଜିଲ୍ଲାରେ ଆଜି ଭୋରରେ କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି। ସୂଚନା ଅନୁଯାୟୀ, ରାଉରକେଲାରୁ ୩୦ ଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ କେନ୍ଦୁଝର ଆସୁଥିଲା। କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି…

କରୋନା ଅପଡେଟ୍: ବଢୁଛି ସଂକ୍ରମଣ, ଦିନକରେ ୮,୩୨୯ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ୪୦ ହଜାର ଟପିଲା

ନୂଆଦିଲ୍ଲୀ: ଗତ ଭାରତରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୮ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୮,୩୨୯ ଟି ନୂଆ ମାମଲା ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ…