ରାଜ୍ୟସଭା ନିର୍ବାଚନ ଫଳ: କେଉଁଠି କିଏ ଜିତିଲେ, କେଉଁ ଦଳକୁ ଲାଗିଲା ଝଟକା? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା..
ନୂଆଦିଲ୍ଲୀ: ଚାରିଟି ରାଜ୍ୟର ୧୬ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନ ଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ର ଏବଂ ହରିୟାଣାରେ ନିୟମ ଉଲ୍ଲଂଘନ ଅଭିଯୋଗ ଯୋଗୁଁ ବିଳମ୍ବିତ ରାତିରେ ଭୋଟ୍ ଗଣନା ଆରମ୍ଭ ହୋଇଥିବାବେଳେ କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଫଳାଫଳ ଘୋଷଣା…