ମହଙ୍ଗା ହେବ ଋଣ, ଆରବିଆଇ ପୁଣି ରେପୋ ରେଟ୍ ବଢ଼ାଇଲା

ମୁମ୍ବାଇ: ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ଯୋଗୁଁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଥରେ ରେପୋ ରେଟ୍ ବଢ଼ାଇବାକୁ ଘୋଷଣା କରିଛି। ଆରବିଆଇ ବୁଧବାର ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି କରିଛି । ଏହା ଏବେ ୪.୯୦ ପ୍ରତିଶତରେ ପହଞ୍ଚିଛି | ପ୍ରାୟ ଏକ ମାସର ବ୍ୟବଧାନରେ ରେପୋ ରେଟରେ…