ସତ୍ୟେନ୍ଦ୍ର ଜୈନଙ୍କ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ, ୨.୮୨ କୋଟି ଟଙ୍କା ନଗଦ ସହ ୧୩୩ ସୁନା ମୁଦ୍ରା ଜବତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୨ କୋଟି ଟଙ୍କା ନଗଦ ଏବଂ ୧୩୩ ସୁନା ମୁଦ୍ରା ଜବତ କରିଛି । ଇଡି ଅଙ୍କୁଷ ଜୈନ, ବୈଭବ ଜୈନ, ନବୀନ…