ବାରାଣସୀ ସିରିଜ୍ ବିସ୍ଫୋରଣ ମାମଲା: ଦୋଷୀ ଓ୍ବଲିଉଲ୍ଲାକୁ ମୃତ୍ୟୁଦଣ୍ଡ

ବାରାଣସୀ: ବାରାଣସୀରେ ସିରିଏଲ ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଆତଙ୍କବାଦୀ ଓ୍ବଲିଉଲ୍ଲାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବିସ୍ଫୋରଣର ୧୬ ବର୍ଷ ପରେ ରାୟ ଆସିଛି | ୨୦୦୬ରେ ବାରାଣସୀର ସଙ୍କଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଳ ଷ୍ଟେସନରେ ସିରିଜ୍ ବୋମା ବିସ୍ଫୋରଣ…

ପଶ୍ଚିମବଙ୍ଗ କ୍ୟାବିନେଟର ମଞ୍ଜୁରୀ: ରାଜ୍ୟପାଳ ବଦଳରେ ମମତା ବାନାର୍ଜୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବଦଳରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପଶ୍ଚିମବଙ୍ଗ କ୍ୟାବିନେଟ ସୋମବାର ଅନୁମୋଦନ କରିଛି। ଏହା ସହିତ ରାଜ୍ୟପାଳଙ୍କୁ ବେସରକାରୀ…