ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ: କାତାର, କୁଏତ ଓ ଇରାନ ପରେ ସାଉଦି ଆରବର ସମାଲୋଚନା

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ରରେ ଝଡ଼ ସୃଷ୍ଟି ହୋଇଛି । ଏଥିପାଇଁ ଆରବରେ ଭାରତ ବିରୋଧୀ ସାମଗ୍ରୀ ଓ ଫିଲ୍ମ ବର୍ଜନ କରିବାକୁ ମଧ୍ୟ ସୋସିଆଲ ମିଡ଼ିଆରେ ଆହ୍ବାନ କରାଯାଇଛି । କାତାର, କୁଏତ ଏବଂ ଇରାନ ପରେ ଏବେ ସାଉଦି ଆରବ…